ପାଣି ତୋଳା
ଦେଖଣା
ପାଣି ତୋଳା
ଉଚ୍ଚାରଣ
[ସମ୍ପାଦନା](ପାଣିସଧା—ଅନ୍ୟରୂପ)
ପାଣି ତୋଳିବା, ପାଣି ସାଧିବାକ୍ରିୟାରୂପ
ଅନୁବାଦ
[ସମ୍ପାଦନା]ପାଣି ତୋଳା
|
ଦେଶଜ - ବିଶେଷ୍ୟ - (ସଂସ୍କୃତ - ପାନୀୟ+ଉତ୍ତୋଳନ)
[ସମ୍ପାଦନା]- ୧. 'ଦଣ୍ଡଜାତ' ସଂକଳ୍ପ କରିଥିବା ବ୍ୟକ୍ତିମାନେ ବାଦ୍ୟ ସହିତ ସନ୍ଧ୍ୟା ବେଳେ ଗୋଟିଏ ପୋଖରୀକୁ ଯାଇ ସେଠାରେ ସ୍ନାନକରି ସଠାରୁ ପାଣି ଆଣିବା ଉତ୍ସବ — ୧. The ceremony of bringing water from a tank bathing there, performed by the observers of the vow in 'Daṇḍajāta'.
[ଦ୍ରଷ୍ଟବ୍ୟ —ପାଣିତୋଳା ଦିନଠାରୁ ସଂକ୍ରାନ୍ତି ପର୍ଯ୍ୟନ୍ତ ହବିଷ୍ୟ କରନ୍ତି]
- ୨. ବିବାହାଦି କର୍ମରେ ପ୍ରତିବେଶୀମାନଙ୍କ ଗୃହରୁ ଜଳ ସଂଗ୍ରହ ରୂପ ମଙ୍ଗଳ କର୍ମ —୨. The ceremony of collecting water from the houses of neighbours on occasions of marriage.