Jump to content

ପାଣି ଦଳ

ଉଇକିଅଭିଧାନ‌ରୁ

ପାଣି ଦଳ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ଜଳଜ ବା ଅର୍ଦ୍ଧ ଜଳଜ ଘାସ — A kind of aquatic grass; Echinochla Colona (Haines); Paniculum Ripens (Kirtikar).

[ଦ୍ରଷ୍ଟବ୍ୟ —ପ୍ରଥମେ ଏହାର ଚେରଗୁଡ଼ିକ ଭାସୁଥାଏ ଏ ଘାସର ପତ୍ର ଲମ୍ୱରେ ୨ଫୁଟ ଠାରୁ ୪ଫୁଟ ପର୍ଯ୍ୟନ୍ତ ବଢ଼େ ଏହା ଗୋରୁ ଗାଈ ଓ ଘୋଡ଼ାଙ୍କ ଖାଦ୍ୟ ରୂପେ ବ୍ୟବହୃତ ଏହାର ସ୍ତର କ୍ରମେ ଜଳାଶୟ ଉପରେ ମାଡ଼ିଯାଇ ଏଡ଼େ ଶକ୍ତ ହୁଏ ଯେ, ଏହା ଉପରେ ପିଲା ଓ ବାଛୁରୀମାନେ ଚାଲି ଯାଇ ପାରନ୍ତି ଓ ଏହାର ଚେର କ୍ରମଶଃ ଜଳାଶୟର ତଳ ଦେଶରେ ଯାଇ ମାଡ଼େ]