Jump to content

ପାଣି ଧଣ୍ଡ

ଉଇକିଅଭିଧାନ‌ରୁ

ପାଣି ଧଣ୍ଡ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବି—(ସଂସ୍କୃତ - ପାନୀୟ+ଡୁଣ୍ଡୁଭ)

[ସମ୍ପାଦନା]

ବିଷହୀନ ଜଳଚର ସର୍ପ ବିଶେଷ —Water- snake; Homalopsidae.

କେଉଁ ଦିନ ପୁଣି ସେ ବନକୁ ବାହାରିଲେ, ଭେଣ୍ଡା ପାମି ଧଣ୍ଡାଏ ଶୋଇଛି ଦେଖିଲେ କୃଷ୍ଣସିଂହ. ମହାଭାରତ. ଆଦି

[ଦ୍ରଷ୍ଟବ୍ୟ —ଏମାନେ ଛୋଟ ଛୋଟ ଓ ଗେଣ୍ଡା କଙ୍କଡ଼ା ଖାଆନ୍ତି]