ପାଣି ପଡ଼ିବା
ଦେଖଣା
ପାଣି ପଡ଼ିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ପାଣି ପଡ଼ିବା
|
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ଜଳ ପତିତ ହେବା — ୧. The falling down of water.
- ୨. ନଈ ବଢ଼ିବା —୨. Inundation of a river.
- ୩. ମନୁଷ୍ୟତା ବା ସ୍ତ୍ରୀତ୍ୱ ପ୍ରାପ୍ତ ହେବା — ୩. Attainment of puberty (in the case of a girl) or adolescence (in the case of a boy.)
ଆଜହୁଁ ଏଡ଼େ ପାଣିପଡ଼ିଲେ ସେ ହବଟି କେଡ଼େ—ଢଗ
- ୪. ଖୋଳା ହେଉଥିବା କୂପ ବା ପୁଷ୍କରିଣୀରେ ଜଳୋଦ୍ଗମ ହେବା ବା ପାଣି ଝରିବା —୪. The first appearance or oozing of water in a tank or well which is being sunk.