Jump to content

ପାଣି ପଣା

ଉଇକିଅଭିଧାନ‌ରୁ

ପାଣି ପଣା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

(ପାଣି ଫାଣି—ଅନ୍ୟରୂପ)

ଦେଶଜ - ବିଶେଷ୍ୟ - (ସହଚର ଶବ୍ଦ; ପାନୀୟ+ପ୍ରପାନକ)

[ସମ୍ପାଦନା]
୧. ଜଳ ବା ଅନ୍ୟ କୌଣସି ପାନୀୟ ଦ୍ରବ୍ୟ — ୧. Water or any other drink.

ତିନି ଦିନ ଇତ୍ତାରୁ ଚତୁର୍ଥ ଦିବସ ପାଣି ପଣା କରିବ ଛାଡ଼ି ଅନ୍ନ ଗ୍ରାସ—କୃଷ୍ଣସିଂହ. ମହାଭାରତ. ଅନୁଶାସନ

୨. ଜଳଖିଆ —୨. Tiffin; light refreshment.