ପାଣି ପରି ପଢ଼ିବା
ଦେଖଣା
ପାଣି ପରି ପଢ଼ିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ପାଣି ପରି ପଢ଼ିବା
|
ଦେଶଜ - କ୍ରିୟାପଦ -
[ସମ୍ପାଦନା]ପ୍ରାଞ୍ଜଳ ରୂପେ ପାଠ କରିବା; ଅବିଶ୍ରାନ୍ତ ଭାବରେ କୌଣସିଠାରେ ନ ଅଟକି ପଢ଼ିଯିବା; ଗଡ଼ ଗଡ଼ କରି ପଢ଼ିଯିବା; ଅନର୍ଗଳ ପଢ଼ିଯିବା — To read out a thing fluently or uninterruptedly.