ପାଣି ପରି ଯିବା
ଦେଖଣା
ପାଣି ପରି ଯିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ପାଣି ପରି ଯିବା
|
(ପାଣି ପରି ବୋହିଯିବା—ଅନ୍ୟରୂପ)
ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. ଦୂର ହେବା; ଲୁପ୍ତହେବା; ଉଭେଇ ଯିବା; ନ ରହିବା —୧. To disappear; to vanish.
(ଯଥା—ଆମ ନାବାଳକ ରଜା ଗାଦିରେ ବସିଲେ ରାଇଜ ଲୋକଙ୍କ ଦୁଃଖ ପାଣି ପରି ଯିବ)
- ୨. ଜଳ ସ୍ରୋତ ପରି ଦ୍ରୁତଗତି କରିବା — ୨. To move swiftly like the flow of a water.