ପାଣି ପଶା
ପାଣି ଲାଗି ନଷ୍ଟ ହୋଇଥିବା (ଧାନ, ଚାଉଳ, ଶସ୍ୟ) — Spoiled by coming in contact with water.
[ଦ୍ରଷ୍ଟବ୍ୟ —ପାଣି ପଶା ଧାନ, ଚାଉଳ, ଶସ୍ୟ ଆଦି ବିସ୍ୱାଦ ହୁଏ]