ପାଣି ପାଇବା
ଦେଖଣା
ପାଣି ପାଇବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. ମୃତ୍ୟୁ ପରେ ପୁତ୍ରାଦିଙ୍କଠାରୁ ତର୍ପଣ ପ୍ରଭୃତି ପାଇବା —୧. To receive oblations of water from one's descendants after death.
ଯେବେ ପାଣି ପାଇବା ଆଶା ମନେ ଅଛି ତେବେ ତୁନୀ ହୁଅ ହେ ଅମ୍ୱିକାଙ୍କ ବତ୍ସି କୃଷ୍ଣସିଂହ. ମହାଭାରତ. ଶଲ୍ୟ
- ୨. କ୍ଷେତ୍ରପାଇଁ ବା ବ୍ୟବହାର ପାଇଁ ଯଥେଷ୍ଟ ଜଳ ପ୍ରାପ୍ତ ହେବା — ୨. To get sufficent water for any field or for drinking etc.
(ଯଥା—ଏ ବର୍ଷ ବର୍ଷା ଅଭାବରୁ ଗ୍ରାମବାସୀମାନେ ପାଣିପାଇଲେ ନାହିଁ)
- ୩. ବୃକ୍ଷ ଆଦି ବଞ୍ଚିବା ପାଇଁ ପ୍ରାପ୍ତ ହେବା — ୩. To be watered (said of trees and plants) .
(ଯଥା—ପାଣି ନ ପାଇବାରୁ ମୋ ବାଇଗଣ ଗଛଯାକ ମରିଗଲା)
[ଦ୍ରଷ୍ଟବ୍ୟ —ହିନ୍ଦୀରେ 'ପାନୀପନା' ଶବ୍ଦର ଅର୍ଥ (ସ୍ତ୍ରୀ) ସନ୍ତାନ ପ୍ରସବ କରିବା]