Jump to content

ପାଣି ପିଆଇବା

ଉଇକିଅଭିଧାନ‌ରୁ

ପାଣି ପିଆଇବା

ଉଚ୍ଚାରଣ

[ସମ୍ପାଦନା]

ପାଣିପେଇବା, ପାଣିପିଏଇବା, ପାଣିପ୍ୟାଇବା ଅନ୍ୟରୂପ

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରି. (ପାଣି ପିଇବାର ଣିଜନ୍ତ ରୂପ)

[ସମ୍ପାଦନା]
୧. ଅନ୍ୟ ବ୍ୟକ୍ତିକୁ ଜଳପାନ କରିବାକୁ ଦେବା — ୧. To give a person water to drink.
୨. ସଂଜ୍ଞାହୀନ ବା ମୁମୁର୍ଷୂ ବ୍ୟକ୍ତିର ମୁଖରେ ଜଳ ଦେବା —୨. To pour water into the mouth of a senseless or dying person.
୩. କୌଣସି ବ୍ୟକ୍ତିକୁ ଜଳଖିଆ ଖୁଆଇବା — ୩. To give a person some light refreshment.
୪. (ଲକ୍ଷଣାର୍ଥ) କୌଣସି ବ୍ୟକ୍ତିକୁ ଅତ୍ୟନ୍ତ କ୍ଳାନ୍ତ କରିବା ବା ପରିଶ୍ରମ କରାଇବା —୪. (figurative) To cause a person to labour hard; to tire or weary a person.

[ଦ୍ରଷ୍ଟବ୍ୟ —ଲୋକ ଅତ୍ୟଧିକ ପରିଶ୍ରମ କରି ଅତ୍ୟନ୍ତ କ୍ଳାନ୍ତ ହୋଇ— ଗଲେ ତୃଷାର୍ତ୍ତ ହୋଇ ପାଣି ପିଇବାକୁ ବାଧ୍ୟ ହୁଏ]