Jump to content

ପାଣି ପିଢ଼ା

ଉଇକିଅଭିଧାନ‌ରୁ

ପାଣି ପିଢ଼ା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସହଚର) (ସଂସ୍କୃତ - ପାନୀୟ+ପୀଠ)

[ସମ୍ପାଦନା]

ଆଗନ୍ତୁକ ବ୍ୟକ୍ତିଙ୍କୁ ଗୋଡ଼ ଧୋଇବା ପାଇଁ ପାଣି ଓ ବସିବା ପାଇଁ ଦିଆଯିବା ପିଢ଼ା; ପାଦ୍ୟ ଓ ଆସନ — Water to wash the feet and a stool to sit upon (given to an incoming guest)

ଏହି ଦ୍ୱିଜଙ୍କ ପାଣି ପିଢ଼ା ଆଣିଦିଅ କୃଷ୍ଣସିଂହ. ମହାଭାରତ. ଆଦି