Jump to content

ପାଣି ପୀଡ଼ନ

ଉଇକିଅଭିଧାନ‌ରୁ

ପାଣି ପୀଡ଼ନ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ପାଣି+ପୀଡ଼ନ=ଗ୍ରହଣ)

[ସମ୍ପାଦନା]

ପାଣିଗ୍ରହଣ; ବିବାହ — Marraige; wedding.

ବିଭାବ ସୁବଂଶୀ ଜୟପୁର ପତି କରିବେ କୃଷ୍ଣାଙ୍କ ପାଣି ପୀଡ଼ନ ନନ୍ଦକିଶୋର, କୃଷ୍ଣକୁମାରୀ