Jump to content

ପାଣି ଫଳ

ଉଇକିଅଭିଧାନ‌ରୁ

ପାଣି ଫଳ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସ. ପାନୀୟ ଫଳ)

[ସମ୍ପାଦନା]

ଶିଘଂଡ଼ା — Water chestnut; Trapa Dispinosa.

[ଦ୍ରଷ୍ଟବ୍ୟ —ଏହା ଜଳଜ ଶାକବିଶେଷ ପଚା— ପୋଖରୀରେ ଏହି ଲଟା ଭାସୁଥାଏ ଫଳ— ତ୍ରକୋଣ ଓ ଦୁଇ ଶୃଙ୍ଗବିଶିଷ୍ଟ ଫୁଲ ଚତୁର୍ଦ୍ଦଳ ଓ ଶ୍ୱେତବର୍ଣ୍ଣ; ବର୍ଷାକାଳ ଅପରାହ୍ନରେ ଫୁଟେ କାଶ୍ମୀର ଦେଶୀୟ ଶିଘଂଡ଼ା କୁବ୍ ବଡ଼ ବଡ଼ ଏଥିରୁ ଚୋପା ଛଡ଼ାଇଲେ ଭିତରୁ ଧଳା ସୁସ୍ୱାଦୁ ଶସ ବାହାରେ ଏଥିରୁ ପାଳୁଅ ହୁଏ]