ପାଣି ଫାଟିଯିବା
ଦେଖଣା
ପାଣି ଫାଟିଯିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ପାଣି ଫାଟିଯିବା
|
ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. ଦୁଧଆଦିରେ ଜଳୀୟାଂଶ ଓ ଛେନା ପୃଥକ୍ ହେବା —୧. To be turned into whey in part when curdled (the curdled portion becoming separate from the water portion).
- ୨. (ଲକ୍ଷଣାର୍ଥ) ନିଷ୍ଫଳ ହେବା; ବ୍ୟର୍ଥ ହେବା — ୨. (figurative) To be fruitless.
ଯଥା—ମୋର ଏତେ ପରିଶ୍ରମ ପାଣି ଫାଟି ଗଲା