Jump to content

ପାଣି ଫୁଟକା

ଉଇକିଅଭିଧାନ‌ରୁ

ପାଣି ଫୁଟକା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -(ସଂସ୍କୃତ - ପାନୀୟ+ସ୍ଫୋଟକ)

[ସମ୍ପାଦନା]
୧. ଜଳ ବୁଦ୍ୱୁଦ — ୧. Water bubble.

ଏ ଜୀବିତ ତ ପାଣି ଫୋଟକା ପରାୟେ କୃଷ୍ଣସିଂହ. ମହାଭାରତ. ବନ

୨. (ଲକ୍ଷଣାର୍ଥ)—କୌଣସି ନଶ୍ୱର ବସ୍ତୁ — ୨. (figurative) Any transient thing.

ଜୀବନଟା ପାଣି ଫୋଟକା, ଫାଟିଯିବ ଠୋ ଫଟକା ଭିକାରୀ. ଗୀତଲହରୀ