ପାଣି ବତା
ଦେଖଣା
ପାଣି ବତା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ପାଣି ବତା
|
ଦେଶଜ - ବିଶେଷ୍ୟ -(ଚାଳ ଘରେ ବ୍ୟବହୃତ)
[ସମ୍ପାଦନା]ଓଳି ପାଣି ପଡ଼ି ପିଣ୍ଡାର ଦାଢ଼ ଛିଡ଼ି ନ ଯିବ ବୋଲି ଚାଳକୁ ଅଳ୍ପ ବଢ଼ାଇ ଦେବା ପାଇଁ ଚାଳର ଗୋଟିଏ ଗୋଟିଏ ରୁଅକୁ ମଝିରେ ମଝିରେ ଅନ୍ୟ ରୁଅମାନଙ୍କ ଅପେକ୍ଷା ଲମ୍ୱ ରଖି ଲମ୍ୱ ରୁଅମାନଙ୍କ ମୁଣ୍ଡରେ ବନ୍ଧା ଯାଇଥିବା ବତା — A lath of split bamboo put at the ends of projecting rafters of a thatch.