Jump to content

ପାଣି ବାଟ

ଉଇକିଅଭିଧାନ‌ରୁ

ପାଣି ବାଟ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -(ସଂସ୍କୃତ - ପାନୀୟ+ବର୍ତ୍ତ୍ମ)

[ସମ୍ପାଦନା]
୧. ଜଳନିର୍ଗମର ପଥ —୧. An opening or channel for the flow of water.
୨. ଜଳ ପଥ —୨. Water way.
୩. ନଦୀ ଓ ପୋଖରୀର ଗାଧୁଆ ଘାଟ ନିକଟକୁ ଯିବାର ରାସ୍ତା — ୩. The path leading to a bathing place in a tank or river.