ଦେଶଜ - ବିଶେଷ୍ୟ -(ସଂସ୍କୃତ - ପାନୀୟ+ବୃଶ୍ଚିକ)
[ସମ୍ପାଦନା]
ପାଣିରେ ବିଚରଣକାରୀ ଏକ ପ୍ରକାର ବିଷାକ୍ତ ଲମ୍ୱ କୀଟ —A kind of poisonous long insect living in water and leaving the shap of a scorpion.
[ଦ୍ରଷ୍ଟବ୍ୟ —ଏମାନଙ୍କର କଙ୍କଡ଼ା ବିଛାର ଆକୃତି ଏମାନେ ପାଣିରେ ପଥର ତଳେ ଓ ସନ୍ଧିରେ ରହନ୍ତି]