ପାଣି ବୁହା
ଦେଖଣା
ପାଣି ବୁହା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ପାଣି ବୁହା
|
ଦେଶଜ - ବିଶେଷ୍ୟ - (ସଂସ୍କୃତ - ପାନୀୟ+ବହନ)
[ସମ୍ପାଦନା]- ୧. ଜଳକୁ ପାତ୍ରଦ୍ୱାରା ଏକ ସ୍ଥାନରୁ ଅନ୍ୟ ସ୍ଥାନକୁ ନେବା — ୧. Carrying water in any vessel from one place to another.
- ୨. କ୍ଷେତ୍ରକୁ ଜଳାଶୟାଦିରୁ ଜଳ ଉଠାଇବା — ୨. Baling of water from a tank for irrigating fields.
- ୩. (ଲକ୍ଷଣାର୍ଥ) କୌଣସି କଠିନ ପରିଶ୍ରମସାଧ୍ୟ କାର୍ଯ୍ୟ — ୩. (figurative) Any hard or laboursome work.
[ଦ୍ରଷ୍ଟବ୍ୟ —'ଢ଼ିଙ୍କି କୁଟା', ପାଣି ବୁହା 'କୋଡ଼ି ହଣା, ପାଣି ବୁହା' ଓ 'ଘଣା ପେଲା, ପାଣି ବୁହା' ଆଦି ଶବ୍ଦକଠିନ ପରିଶ୍ରମସାଧ୍ୟ କାର୍ଯ୍ୟ ପ୍ରତି ପ୍ରୟୋଗ କରାଯାଏ]
ଦେଶଜ - ବିଶେଷଣ - ଓ ବିଶେଷ୍ୟ -
[ସମ୍ପାଦନା]ପାଣି ବୁହାଳି (ଦେଖ) - — Pāṇi buhāḻi (See)