Jump to content

ପାଣି ବୁହାଇବା

ଉଇକିଅଭିଧାନ‌ରୁ

ପାଣି ବୁହାଇବା

ଉଚ୍ଚାରଣ

[ସମ୍ପାଦନା]

(ପାଣି ବୋହିବା—ଅନ୍ୟରୂପ)

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରି—(ସଂସ୍କୃତ - ପାନୀୟ+ବହ୍ ଧାତୁ)

[ସମ୍ପାଦନା]
୧. କ୍ଷେତର୍ ମଡ଼ାଇବା ପାଇଁ କୌଣସି ଜଳାଶୟରୁ ଜଳ ଉତ୍ତୋଳନ କରିବା —୧. To bale out or lift water from a tank to irrigate fields.
୨. କୂପ ପୁଷ୍କରିଣୀ ଗୃହର ବ୍ୟବହାର ପାଇଁ ମାଠିଆ ଆଦିରେ ଜଳ ବହନ କରିବା —୨. To carry water in water-vesels from one place to another.