Jump to content

ପାଣି ବେଗୁନିଆ

ଉଇକିଅଭିଧାନ‌ରୁ

ପାଣି ବେଗୁନିଆ

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଜଳ ବେତସ)

[ସମ୍ପାଦନା]

ଜଲ ବେତସ — Water ratan.

ପାଣି ବେଗୁନିଆଁ ଆମ୍ଭର ପ୍ରାବାହକୁ ଡରି କରି ଯେ ଲଇ ପ଼ଡ଼ଇ ତଳକୁ କୃଷ୍ଣସିଂହ. ମହାଭାରତ. ଶାନ୍ତି