Jump to content

ପାଣି ବେଗୁନିଆଁ

ଉଇକିଅଭିଧାନ‌ରୁ

ପାଣି ବେଗୁନିଆଁ

ଉଚ୍ଚାରଣ

[ସମ୍ପାଦନା]
  • (file)

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଜଳ ବେତସ)

[ସମ୍ପାଦନା]

ଜଲ ବେତସ — Water ratan.

ପାଣି ବେଗୁନିଆଁ ଆମ୍ଭର ପ୍ରାବାହକୁ ଡ଼ରି କରି ଯେ ଲଇ ପ଼ଡ଼ଇ ତଳକୁ କୃଷ୍ଣସିଂହ. ମହାଭାରତ. ଶାନ୍ତି