Jump to content

ପାଣି ବୋହିବା

ଉଇକିଅଭିଧାନ‌ରୁ

ପାଣି ବୋହିବା

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ପାନୀୟ+ବହ୍ ଧାତୁ)

[ସମ୍ପାଦନା]
୧. ସ୍ରୋତ ବହିବା —୧. The flowing of water.
୨. ମୁଖରୁ ଲାଳାସ୍ରାବ —୨. Watering of the mouth.
୩. ସ୍ୱେଦୋଦ୍ଗମ ହେବା —୩. Perspiration.
୪. ଶରଦ ଯୋଗୁଁ ନାସିକାରୁ ଜଳୋଦ୍ଗମ — ୪. Watering of the nostrils due to cold.
୫. ଚକ୍ଷୁରୁ ଲୋତକ ସ୍ରାବ ବା ଜଳ ସ୍ରାବ — ୫. The coming of tears to the eyes.
୬. ଘାଆ ଆଦିରୁ ନାସା ଦେବା — ୬. Watering of sores.

ଦେଶଜ - କ୍ରିୟାପଦ -

[ସମ୍ପାଦନା]

ଏକ ସ୍ଥାନରୁ ଅନ୍ୟ ସ୍ଥାନକୁ ପାତ୍ରାଦିଦ୍ୱାରା ଜଳ ନେବା —To carry water from one place to another in a water vessel.

ମାଆ ସାଆନ୍ତାଣୀ ରାଣୀ—ଦେଇଥିବି ଗଡ଼ମାଳିଆ ଘରେ ଲୋ ଗଉଡ଼ ବୋହିକେ ପାଣି— ଶିଶୁଗୀତ

୨. କିଆରିକି ଜଳ ମଡ଼ାଇବା ପାଇଁ ଖାଲ ବା ପୋଖରୀକୁ ଉଠାଇବା — ୨. To bale out water from a tank or river to irrigate a field.