Jump to content

ପାଣି ଭଅଁରା

ଉଇକିଅଭିଧାନ‌ରୁ

ପାଣି ଭଅଁରା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

(ପାଣିଭମ୍ୱର—ଅନ୍ୟରୂପ)

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ଦୃଢ଼ପୃଷ୍ଠ କୃଷ୍ଣବର୍ଣ୍ଣ ଜଳକୀଟବିଶେଷ — A kind of stiff-winged aquatic insect; the water betle; Dytiscut.

[ଦ୍ରଷ୍ଟବ୍ୟ —ଏମାନେ ଖୁବ୍ ଦ୍ରୁତ ବେଗରେ ପାଣି ଉପରେ ପହରନ୍ତି ଓ ପଛ ଗୋଡ଼ଦ୍ୱାରା ଆହୁଲା ମାରନ୍ତି ଏମାନେ ମନ୍ଦା ମନ୍ଦା ହୋଇ ପାଣି ଉପରେ ଘୁରିକରି ବୁଲନ୍ତି]