Jump to content

ପାଣି ଭଉଁରି

ଉଇକିଅଭିଧାନ‌ରୁ

ପାଣି ଭଉଁରି

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

(ପାଣିମଳମଳି; ପାଣିଭମ୍ୱର—ଅନ୍ୟରୂପ)

ଦେଶଜ - ବିଶେଷ୍ୟ - (ସଂସ୍କୃତ - ପାନୀୟ+ଭ୍ରାମରୀ)

[ସମ୍ପାଦନା]

ଯେଉଁଠାରେ ପାଣି ଚକ୍ର ପରି ଘୁରି ତଳକୁ ଯାଉଥାଏ; ଜଳାବର୍ତ୍ତ — Whirlpool; eddy.