ପାଣି ଭାଙ୍ଗିବା
ଦେଖଣା
ପାଣି ଭାଙ୍ଗିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. ପେଟ ଟାଣିଲେ ପେଟଉପରେ ଗୋଟିଏ ବଡ଼ ପାତ୍ରରେ (କଂସାରେ) ଜଳ ରଖି ଗୋଟିଏ ଛୋଟ ପାତ୍ରଦ୍ୱାରା ତହିଁରୁ ଜଳ ଉଠାଇ ପୁଣି ସେହି ବଡ଼ ପାତ୍ର (କଂସା ପ୍ରଭୃତି) ମଧ୍ୟକୁ ଉପରୁ ଅଜାଡ଼ିବା —୧. To put a large dish filled with water on the belly, and lift the water from it with a smaller vessel and then pour it down into the bigger vessel repeatedly.
- ୨. କୌଣସି ତରଳ ପଦାର୍ଥର ଉପର୍ଯ୍ୟୁପରି ପାଣି ମିଶାଇ ତାହାକୁ ତରଳତର କରିଦେବା —୨. To make a liquid thinner by diluting it with water.
- ୩. ଭାଙ୍ଗ (ପତି ସଙ୍ଗେ ମରିଚ ମସଲା ବାଟି ପାଣି ମିଶାଇ ତିଆରି କରାଯିବା ପାନୀୟକୁ ବାରଂବାର) ଏକ ପାତ୍ରରୁ ଅନ୍ୟ ପାତ୍ରରେ ଅଜାଡ଼ିବା — ୩. To pour bhāṅga from one pot to another and vice versa repeatedly before drinking it.