ପାଣି ମାରିବା
ଦେଖଣା
ପାଣି ମାରିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ପାଣି ମାରିବା
|
(ପାଣିମାରିଦେବା—ଅନ୍ୟରୂପ)
ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. ଅଗ୍ନିଆଦିର ଉତ୍ତାପଦ୍ୱାରା କୌଣସି ପଦାର୍ଥର ଜଳୀୟ ଅଂଶକୁ ନିଃଶେଷ କରିବା — ୧. To dry up water from a thing by applying heat.
- ୨. (ଅଶ୍ଳୀଳ) ଅତିରିକ୍ତ ମୈଥୁନଦ୍ୱାରା ସ୍ତ୍ରୀଲୋକର କଣ୍ଡୁ ପ୍ରଶମନ କରିବା —୨. (indecent) To assuage the sexual hankering of a woman by intercourse.
- ୩. ଆଖି; ମୁଣ୍ଡ ବା ଅଙ୍ଗରେ ପାଣିର ଛିଟିକା ମାରିବା — ୩. To splash water on the head or face of a person.
ନିଆମି ନାନୀ ଦିହରେ ମାରୁଛି ଗୋବର ପାଣି ଢ଼ଗ
- ୪. (ଲକ୍ଷଣାର୍ଥ) ଦୁଷ୍ଟ ବା ଅଶିଷ୍ଟ ବ୍ୟକ୍ତିକୁ ଦମନ କରିବା — ୪. (figurative) To punish a wicked or uncivil person.
- ୫. ବେଇଜ୍ଜତ କରିବା —୫. To humiliate a person.