Jump to content

ପାଣି ମିଲା

ଉଇକିଅଭିଧାନ‌ରୁ

ପାଣି ମିଲା

ଉଚ୍ଚାରଣ

[ସମ୍ପାଦନା]

ପ୍ରାଦେଶିକ - (ସମ୍ୱଲପୁର) ବିଶେଷ୍ୟ -

[ସମ୍ପାଦନା]

ମୃତ ବ୍ୟକ୍ତିଙ୍କ ବନ୍ଧୁମାନେ ଦଶାହ ଶୁଦ୍ଧକ୍ରିୟା ଉପଲକ୍ଷରେ ମୃତବ୍ୟକ୍ତିଙ୍କ ଘରକୁ ଯେଉଁ ଲୁଗା ବେଭାରରୂପେ ପଠାନ୍ତି —The cloth sent to the house of a relation on the occasion of his obsequal rites.