Jump to content

ପାଣି ରଖିବା

ଉଇକିଅଭିଧାନ‌ରୁ

ପାଣି ରଖିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. କୌଣସି ଲୋକର ଇଜ୍ଜତ ବା ମହତ୍ତ୍ୱକୁ ବଜାୟ ରଖିବା ବା ରକ୍ଷା କରିବା — ୧. To preserve or save the honour of a or person.
୨. କୌଣସି ବଂଶର ବା ବ୍ୟକ୍ତିର ପ୍ରତିଷ୍ଠା ବା ସୁନାମ ବଜାୟ ରଖିବା —୨. To maintain or keep intact the good name or reputation of a person family.



ପାଣି ରଖିବା

ଦେଶଜ - କ୍ରି.

[ସମ୍ପାଦନା]
୧. ତରକାରୀ ଆଦିରୁ ସମୁଦାୟ ଜଳ ଶୁଖି ନ ଯିବାର ଉପାୟ କରିବା
୨. କୌଣସି ସ୍ଥାନର ବା ବଂଶର ବା ଜାତିର ସୁନାମ ବଜାୟ ରହିବାର ଉପାୟ କରିବା

(ଯଥା—ଟୋକାଯାକ ଏ ମୋକଦମାରେ ଲଢ଼ି ଆମଗାଆଁର ପାଣି ରଖିଲେ)