ପାଣି ଲାଜକୋଳୀ
ଦେଖଣା
ପାଣି ଲାଜକୋଳୀ
ଉଚ୍ଚାରଣ
[ସମ୍ପାଦନା]ପାଣିଲାଜକୁରୀ, ପାଣି ଲାଜକୋଳୀ, ପାଣି ଲାଜକୋରୀଅନ୍ୟରୂପେ
ଅନୁବାଦ
[ସମ୍ପାଦନା]ପାଣି ଲାଜକୋଳୀ
|
ଦେଶଜ - ବିଶେଷ୍ୟ -(ପାଣି+ସଂସ୍କୃତ - ଲଜ୍ଜାକୁଳା)
[ସମ୍ପାଦନା]ବବ୍ୱୁଲାଦି ବର୍ଗୀୟ ଜଳ ନିକଟରେ ଜନ୍ମିବା କଣ୍ଟକହୀନ ଲତାବିଶେଷ — Neptunia Obracia; an aquatic pot-herb.
[ଦ୍ରଷ୍ଟବ୍ୟ —ଏହାର ପତ୍ର ଦ୍ୱିଧା, ଫକ୍ଷାକାରବିଶିଷ୍ଟା, ଛୁଇଁଲେ ବୁଜି ହୋଇ ଯାଏ ଏହାକୁ ଶାଗ କରି ଖାଆନ୍ତି ଏହାର ଫୁଲ ଈଷିତ୍ ଲାଲ ବର୍ଣ୍ଣ]