Jump to content

ପାଣି ଶଙ୍ଖ

ଉଇକିଅଭିଧାନ‌ରୁ

ପାଣି ଶଙ୍ଖ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -(୧) (ସଂସ୍କୃତ - ପାନୀୟ+ଶଙ୍ଖ)

[ସମ୍ପାଦନା]

ଯେଉଁ ଶଙ୍ଖର ଗାଣ୍ଡିରେ ଛିଦ୍ର ନ ଥାଏ ଓ ଯହିଁରେ ଦେବ ପୂଜା ପାଇଁ ଜଳ ରଖାଯାଏ —୧. A conch without a hole which contains water for purposes of being used during worship.

୨. (ସଂସ୍କୃତ - ପାଣି=ହାତ+ଶଙ୍ଖ)—ଯେଉଁ ଶଙ୍ଖକୁ ହାତରେ ଧରି ଫୁଙ୍କି ବଜାଯାଏ —୨. A conch which is blown with the mouth by being held with the hands.