ପାଣି ସାଳ
ଦେଖଣା
ପାଣି ସାଳ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ପାନୀୟ+ଶାଳା)
[ସମ୍ପାଦନା]- ୧. ପଥିକମାନଙ୍କ ପିଇବାକୁ ଦେବା ନିମିତ୍ତ ଓ ପାଣି ରଖିବା ନିମିତ୍ତ ପ୍ରସ୍ତୁତ ହୋଇଥିବା ଘର; ପାଣି ଛତର — ୧. A house where water is stored up and distributed to wayfarers.
- ୨. ତେଣ୍ଡା ଶାଳ (ଦେଖ) - ୨. Teṇḍāṡāḻa (See)