Jump to content

ପାଣି ହେବା

ଉଇକିଅଭିଧାନ‌ରୁ

ପାଣି ହେବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ଜଳାର୍ଦ୍ର ହେବା — ୧. To become wet.
୨. ନିଳେଇଯିବା —୨. To be dissolved in water.
୩. (ଲୁଣ ଆଦି) ପାଣିରେ ପରିଣତ ହେବା — ୩. To turn into water.
୪. (ଲକ୍ଷଣାର୍ଥ) ପାଣି ପରି ଉଭେଇଯିବା — ୪. (figurative) To vanish like water.
୫. (ଲକ୍ଷଣାର୍ଥ) ପାଣି ପରି ଥଣ୍ଡା ହୋଇଯିବା — ୫. (figurative) TO become cold like water.

(ଯଥା—ସନ୍ନିପାତଚ ଯୋଗୁଁ ତା ଦିହ ହାତ ପାଣି ହୋଇ ଯାଉଛି)