ପାଣୀ
ଦେଖଣା
ପାଣୀ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ - (ପଣ୍ ଧାତୁ=ବ୍ୟବସାୟ କରିବା+କର୍ତ୍ତୃ. ଇନ୍; ୧ମା. ୧ବ)
[ସମ୍ପାଦନା]- ୧. ବେଦାର୍ଥ ବ୍ୟବସାୟୀ ବୈଦିକ ବ୍ରାହ୍ମଣସମ୍ପ୍ରଦାୟ ବିଶେଷ — ୧. A sect of Brāhmaṇas whose profession was to explain the Bedas.
- ୨. ହସ୍ତ; ହାତ —୨. Hand. (M.W.)
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ପିନିଅର ଓ ପଣ୍ଡାଶ୍ରେଣୀର ବ୍ରାହ୍ମଣଙ୍କ ବଂଶୋପାଧି — A family title of a lower order of Brāhmaṇas.