ପାଣୁ
ଦେଖଣା
ପାଣୁ
ଉଚ୍ଚାରଣ
[ସମ୍ପାଦନା](ପାଣୁଆ—ଅନାଦରାର୍ଥକ)
ଗ୍ରାମ୍ୟ - ବିଶେଷ୍ୟ -
[ସମ୍ପାଦନା]- ୧. (ଆଦରାର୍ଥକ) ପ୍ରାଣବନ୍ଧୁ, ପ୍ରାଣକୃଷ୍ଣ, ପ୍ରାଣଧନ, ପ୍ରାଣନାଥ ନାମର ବ୍ୟକ୍ତିଙ୍କୁ ଡାକିବା ନାମ — ୧. A name by which persons whose name begin with 'Prāṇa' are called.
- ୨. ଅପର୍ତ୍ତିଆଣୀଙ୍କ ନାମ —୨. A name given to boys whose elders died before the former were born.
- ୩. କନ୍ଧମାନଙ୍କ ଗ୍ରାମ ପ୍ରାନ୍ତରେ ବାସ କରୁଥିବା ଲୁଗାବୁଣା ଜାତି — ୩. A class of lowcaste weavers living in the precinets of Kandha villages.
[ଦ୍ରଷ୍ଟବ୍ୟ —ପୂର୍ବେ ଏମାନଙ୍କ ମଧ୍ୟରୁ ଭୂଦେବତାଙ୍କୁ ବଳି ଦେବା ନିମନ୍ତେ 'ମେରିଆ' ନିଆଁ ଯାଉଥିଲା କନ୍ଧମାନେ ଏମାନଙ୍କୁ ଆପଣା— ଠାରୁ ନୀଚ ବୋଲି ମନେ କରନ୍ତି ଏହି ପାଣମାନେ ଅନ୍ୟ ଦେଶକୁ ଯାଇ ହିନ୍ଦୁ ଜାତିର ଲୋକ ଚୋରାଇ ଆଣି ମେରିଆ ପାଇଁ କନ୍ଧମାନଙ୍କ ଯୋଗାଉଥିଲେ>]