ପାଣେଇବା
ଦେଖଣା
ପାଣେଇବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା](ପାଣେଇଯିବା—ଅନ୍ୟରୂପ)
ଦେଶଜ - କ୍ରି. (ସଂସ୍କୃତ - ପାନୀୟରୁ ଓଡ଼ିଆ ନାମଧାତୁ)
[ସମ୍ପାଦନା]- ୧. ଜଳରୂପେ ପରିଣତ ହେବା — ୧. To turn into water.
- ୨. ଜଳପୂର୍ଣ୍ଣ ହେବା —୨. To become filled up with water.
- ୩. ଜଳୀୟ ପଦାର୍ଥରେ ପୂର୍ଣ୍ଣ ହେବା — ୩. To become full of watery-substance.
(ଯଥା—ତିନି ଦିନ ପରେ ବସନ୍ତ ପାଣେଇଯାଏ, ତତ୍ପରେ ପୂଜେଇ ଯାଏ)
- ୪. (ମୁଖ) ଖାଦ୍ୟଦ୍ରବ୍ୟ ପାଇଁ ଲାଳାମୟ ହେବା — ୪. To water; to salivate (said of the mouth of person hankering after food).
- ୫. ଜଳରେ ମିଶାଇବା ବା ମିଳାଇବା — ୫. To dissolve in water.
- ୬. ଜଳରେ ପରିଣତ କରିବା — ୬. To turn into water.