ପାଣ୍ଡବ
ଦେଖଣା
ପାଣ୍ଡବ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - ପୁଂ. (ପାଣ୍ଡୁ+ଅପତ୍ୟାର୍ଥେ. ଅ)
[ସମ୍ପାଦନା]- ୧. ପାଣ୍ଡୁରାଜାଙ୍କର ପଞ୍ଚପୁତ୍ର; ପଞ୍ଚୁପାଣ୍ଡବ — ୧. The five sons of king Pāṅḍu.
[ଦ୍ରଷ୍ଟବ୍ୟ —ଯୁଧିଷ୍ଟିର, ଭୀମ, ଅର୍ଜୁନ, ନକୁଳ ଓ ସହଦେବ, ଏହିମାନେ ପଞ୍ଚପାଣ୍ଡବ ଏଥିମଧ୍ୟରୁ କୁନ୍ତୀଙ୍କ ପୁତ୍ର ପ୍ରଥମ ୩ଜଣ, ମାହୀଙ୍କ ପୁତ୍ର ଶେଷ ୨ଜଣ]
- ୨. ଝେଲମ ନଦୀତୀରରେ ଅବସ୍ଥିତ ପ୍ରାଚୀନ ପ୍ରଦେଶ (ହିନ୍ଦୀ - ଶ) — ୨. Name of an ancient province of North india on the bank of the river Sutlej.
- ୩. ପାଣ୍ଡବ ପ୍ରଦେଶବାସୀ ବ୍ୟକ୍ତି (ହିନ୍ଦୀ - ଶ) — ୩. An inhabitant of the ancient province of that name.
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ଗଉଡ଼ ଜାତିବିଶେଷ — ୧. A sect of cowherds.
- ୨. ଲୋକଙ୍କ ନାମ —୨. A name given to males.