Jump to content

ପାଣ୍ଡରା

ଉଇକିଅଭିଧାନ‌ରୁ

ପାଣ୍ଡରା

ଉଚ୍ଚାରଣ

[ସମ୍ପାଦନା]

ପ୍ରାଦେଶିକ - (ସମ୍ୱଲପୁର) ବିଶେଷଣ - (ସଂସ୍କୃତ - ପାଣ୍ଡୁର)

[ସମ୍ପାଦନା]

ପାଣ୍ଡରା (ଦେଖ) - Pāṇḍarā (See)



ପାଣ୍ଡରା

ଉଚ୍ଚାରଣ

[ସମ୍ପାଦନା]

(ପାଣ୍ଡରିଆ—ଅନ୍ୟରୂପ)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷଣ - (ସଂସ୍କୃତ - ପାଣ୍ଡର)

[ସମ୍ପାଦନା]
୧. ପାଣ୍ଡୁ ବର୍ଣ୍ଣବିଶିଷ୍ଟ — ୧. Grey; brown.
୨. ହରିଦ୍ରାଭ ଶୁକ୍ଳବର୍ଣ୍ଣବିଶିଷ୍ଟ — ୨. Yellowish white.
୩. ପାଉଁଶିଆ —୩. Ashy.

ସଂସ୍କୃତ - ବିଶେଷଣ - ସ୍ତ୍ରୀ

[ସମ୍ପାଦନା]

ପାଣ୍ଡରର ସ୍ତ୍ରୀଲିଙ୍ଗ — Feminine of Pāṇḍara.