ପାଣ୍ଡି
ଦେଖଣା
ପାଣ୍ଡି
ଉଚ୍ଚାରଣ
[ସମ୍ପାଦନା]ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. କୁମ୍ଭାରୁଣୀମାନେ ଜଙ୍ଗଲରୁ କାଟିବା କଣ୍ଟାଝାଟି ଗୋଛା —୧. Bundles of thorn; shrub and twigs collected by potter women from jungle for burning earthen pots.
- ୨. ଚିଲିକାରେ ଦେଖାଯିବା ପାଣ୍ଡରଲିପ୍ତପଦ ପକ୍ଷୀବିଶେଷ — ୨. A kind of grey webfooted aquatic bird.
ଦେଶଜ - ବିଶେଷଣ - ପୁଂ. ଓ ସ୍ତ୍ରୀ
[ସମ୍ପାଦନା](ଶିଶୁଙ୍କ ପ୍ରତି ବ୍ୟବହୃତ) ସ୍ଥୂଳକାୟ ଓ ଖର୍ବ —Stout and dwarfish.