Jump to content

ପାଣ୍ଡିତ୍ୟ

ଉଇକିଅଭିଧାନ‌ରୁ

ପାଣ୍ଡିତ୍ୟ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -(ପଣ୍ଡିତ+ଭାବାର୍ଥେ. ଯ)

[ସମ୍ପାଦନା]
୧. ବିଦ୍ୟା — ୧. Learning.
୨. ନୈପୁଣ୍ୟ —୨. Skill.
୩. ଚତୁରତା —୩. Cleverness; talent
୪. ବିଦ୍ୱତ୍ତା —୪. Scholarship; erudition.