ପାଣ୍ଡୁଲିପି
ଦେଖଣା
ପାଣ୍ଡୁଲିପି
ଉଚ୍ଚାରଣ
[ସମ୍ପାଦନା](ପାଣ୍ଡୁଲେଖ; ପାଣ୍ଡୁଲେଖ୍ୟ—ଅନ୍ୟରୂପ)
ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ -(କର୍ମଧା; ପାଣ୍ଡୁ+ଲିପି)
[ସମ୍ପାଦନା]- ୧. ଖସଡ଼ା; ଚିଠା — Priliminary rough sketch of a document.
- ୨. ହାତଲେଖା ପୁସ୍ତକ —୨. Manuscript.
- ୩. ଭୂମିରେ ବା ପଟାରେ ଖଡ଼ିଦ୍ୱାରା ଅଙ୍କିତ ଚିତ୍ର — ୩. A rough draft or sketch made with chalk on the ground or board (Apte).