Jump to content

ପାଣ୍ଡେ

ଉଇକିଅଭିଧାନ‌ରୁ

ପାଣ୍ଡେ

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

କନଉଜୀ ବ୍ରାହ୍ମଣମାନଙ୍କ ବଂଶୋପାଧିବିଶେଷ — Family title of some Kan&aline;&uline;jī Brāhmaṇas

ପାଣ୍ଡେ ପଢ଼ିଲେ ପାଠ, ଛ ହି ଗୁଣେ ଆଠ—ଢଗ

ପ୍ରାଦେଶିକ - (ସମ୍ୱଲପୁର) ବିଶେଷ୍ୟ -

[ସମ୍ପାଦନା]

ଅଗରିଆ ଓ କେଉଟଙ୍କର ବଂଶୋପାଧିବିଶେଷ —Family title of some Agariā and fishermen in Sambalpur.