Jump to content

ପାଣ୍ଡେଇ

ଉଇକିଅଭିଧାନ‌ରୁ

ପାଣ୍ଡେଇ

ଉଚ୍ଚାରଣ

[ସମ୍ପାଦନା]

ପାଣ୍ଡୋଇ, ପାଣ୍ଢେଇ, ପାଣ୍ଢୋଇଅନ୍ୟରୂପ

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ପନ୍ନଦ୍ଧ୍ରୀ; ଉପାନହ)

[ସମ୍ପାଦନା]
୧. ଚର୍ମପାଦୁକା; ଜୋତା —୧. Shoes.
୨. ଗୋଇଠି ନ ଥିବା ଚର୍ମପାଦୁକା; ଚଟିଜୋତା —୨. Slippers.
୩. ମରହଟ୍ଟୀ ଜୋତା — ୩. Country slippers with projecting tips.
୪. କୁମ୍ଭାରୁଣୀ ଓ ଗଉଡ଼ମାନେ ଗୋଡ଼ ତଳିପାକୁ କଣ୍ଟାରୁ ରକ୍ଷା କରିବା ନିମନ୍ତେ ବ୍ୟବହାର କରିବା ଚଟି ଯୋତା —୪. Leathern sandals.

ଏକଲବ୍ୟ ଦେଲେକ ଯୋଡ଼ିଏ ପାଣ୍ଢୋଇ କୃଷ୍ଣସିଂହ, ମହାଭାରତ ସଭା

[ଦ୍ରଷ୍ଟବ୍ୟ —ଏହି ଜୋତାର ତଳିପାରେ ଚମଡ଼ା ପରିବର୍ତ୍ତରେ କାଠ— ଥାଏ ଉପରେ ଚମ ଦଉଡ଼ି ବା ଦଉଡ଼ିର ଫାଶ ଥାଏ]