Jump to content

ପାଣ୍ଡେଇଖିଆ

ଉଇକିଅଭିଧାନ‌ରୁ

ପାଣ୍ଡେଇଖିଆ

ଉଚ୍ଚାରଣ

[ସମ୍ପାଦନା]

ପାଣ୍ଡୋଇଖିଆ, ପାଣ୍ଢେଇଖିଆ, ପାଣ୍ଢୋଇଖିଆଅନ୍ୟରୂପ

ଦେଶଜ - ବିଶେଷଣ - ପୁଂ. (ଗାଳିରେ ବ୍ୟବହୃତ)

[ସମ୍ପାଦନା]

ଜୋତାମାଡ଼ଖିଆ; ଯେ ଜୋତାରେ ମାଡ଼ ଖାଇବା ଉପଯୁକ୍ତ ବା ମନ୍ଦକର୍ଯ୍ୟ ଯୋଗୁଁ ଯାହାକୁ ଜୋତାରେ ମାଡ଼ ଦିଆଯାଏ — Deserving or habituated to shoe-beating.