Jump to content

ପାଣ ଛୁଆଁ

ଉଇକିଅଭିଧାନ‌ରୁ

ପାଣ ଛୁଆଁ

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ପାଣିକକୁ ଛୁଇଁବାଦ୍ୱାରା କଳ୍ପିତ ଅପବିତ୍ରତା — Impurity caused by the touch of a Pāṇa.

ଦେଶଜ - ବିଶେଷଣ -

[ସମ୍ପାଦନା]

ପାଣି ଛୁଇଁବା ଯୋଗୁଁ ଅପବିତ୍ର — Made impure by touch of a Pāṇa.

(ଯଥା—ପାଣଛୁଆଁ ଖପରା)

[ଦ୍ରଷ୍ଟବ୍ୟ —ସାଧାରଣତଃ ଉଚ୍ଚଜାତିର ବ୍ୟକ୍ତିମାନେ ପାଣଙ୍କୁ ଛୁଇଁଲେ ଅପବିତ୍ର ହୁଅନ୍ତି; ଏଥିପାଇଁ ଲୋକ ଫଳନ୍ତି ଆମ୍ୱ ଓ ପଣସ ଆଦି ଗଛର ଚାରିପାଖେ ପାଳଦଉଡ଼ି ଘେରଇ ଉକ୍ତ ପାଳଦଉଡ଼ି ଉପରେ ପାଣଦ୍ୱାରା ଖଣ୍ଡିଏ ଖପରା ରଖାଇ ଦିଅନ୍ତି ଉକ୍ତ ପାଣଛୁଆଁ ଖପରା ଲାଗିଥିବା ଦଉଡ଼ିକୁ ଉଚ୍ଚଜାତିର ଲୋକ ଛୁଇଁଲେ ଅପବିତ୍ର ହେବେ, ଏହି ଆଶଙ୍କାରେ ଦଉଡ଼ି ଘେରା ହୋଇଥିବା ଆମ୍ୱ ଆଦି ଗଛକୁ ଉଚ୍ଚଜାତୀୟ ଲୋକେ ଛୁଅନ୍ତି ନାହିଁ]