Jump to content

ପାତକୀ

ଉଇକିଅଭିଧାନ‌ରୁ

ପାତକୀ

ଉଚ୍ଚାରଣ

[ସମ୍ପାଦନା]
(ପାତକିନୀ—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଂ. (ପାତକିନ୍; ପାତକ+ଅଛି ଅର୍ଥରେ ଈନ୍)

[ସମ୍ପାଦନା]

ପାପୀ —୧. Sinful.

ଧର୍ମରେ ସମସ୍ତ ଗୁଣ, ମୂର୍ଗରେ ପଣ୍ଡିତପଣ, ପାତକୀ ହୁଅନ୍ତି ଧନ ବିନା ବିଶ୍ୱନାଥ ବିଚିତ୍ରରାମାୟଣ

୨. ଅପରାଧୀ —୨. Offending; guilty.
୩. ଖଳ; ଦୁଷ୍ଟ —୩. Wicked; wnton.

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. ପାପୀ ବ୍ୟକ୍ତି —୧. Sinner.
୨. ଅପରାଧୀ ବ୍ୟକ୍ତି —୨. Offender.
୩. ଦୁର୍ଜନ ବ୍ୟକ୍ତି —୩. A wicked person.

ଦେଶଜ - ବିଶେଷଣ - ସ୍ତ୍ରୀ

[ସମ୍ପାଦନା]

ପାତକାର ସ୍ତ୍ରୀଲିଙ୍ଗ Feminine of Pātakā