ପାତକ ଲାଗିବା
(ପାତକ ଛାଡ଼ିବା—ବିପରୀତ)
ଶାସ୍ତ୍ର ଅନୁସାରେ ଦୋଷଭାଗୀ ହେବା; କୌଣସି ବ୍ୟକ୍ତି ଉପରେ କୌଣସି ପାତକ ପ୍ରବର୍ତ୍ତିବା —The sharing of a sin.