ପାତଞ୍ଜଳ
ଦେଖଣା
ପାତଞ୍ଜଳ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ପତଞ୍ଜଳିଙ୍କଦ୍ୱାରା ରଚିତ ଅର୍ଥରେ+ଅ)
[ସମ୍ପାଦନା]- ୧. ପତଞ୍ଜଳି ମୁନିକୃତି ଦର୍ଶନଶାସ୍ତ୍ର — ୧. The branch of Hindu Philosophy propounded by sage Patan̄jaḻi.
[ଦ୍ରଷ୍ଟବ୍ୟ —ଏହାର ନାମ ଯୋଗଦର୍ଶନ; ଏହା ଚାରି ଭାଗ ବା ପାଦରେ ବିଭକ୍ତି
- ୧. ଯୋଗପାଦ (ଏଥିରେ ଯୋଗର ଯୋଗର ଲକ୍ଷଣାଦି ବର୍ଣ୍ଣିତ)
- ୨. ସାଧନପାଦ (କ୍ରିୟା ଯୋଗାଦି ସାଧନ ପ୍ରକରଣ)
- ୩. ବିଭୂତିପାଦ (ଧ୍ୟାନ ଧାରଣାଦି ବିଭୂତି ବିବରଣ)
- ୪. କୈବଲ୍ୟପାଦ (ସିଦ୍ଧିପଞ୍ଚକାଦି କୈବଲ୍ୟ) ]
- ୨. ପତଞ୍ଜଳି ମୁନିକୃତ ବେଦାନ୍ତର ମହାଭାଷ୍ୟ — ୨. The commentary of the Bedānta by sage Patan̄jaḻi.
[ଦ୍ରଷ୍ଟବ୍ୟ —ପତଞ୍ଜଳି ତଳେ ନୋଟ ଦେଖ]