Jump to content

ପାତନା

ଉଇକିଅଭିଧାନ‌ରୁ

ପାତନା

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ପାତନ)

[ସମ୍ପାଦନା]
୧. ଜଞ୍ଜାଳ —୧. Complicated state of affairs; complication.
୨. ଘଟନା —୨. Happening; event.

ବ୍ରାହ୍ମାଣ୍ଡ ଭିତରେ ଯେତେ ପାତନା, ହାଣ୍ଡି ଭିତରେ ଏ ସବୁ ଆପନା ପ୍ରାଚୀ ପରଚେଗୀତା

ସଂସ୍କୃତ - ବିଶେଷ୍ୟ - (ପାତନ+ଆ)

[ସମ୍ପାଦନା]
୧. ସଂସ୍ଥାପନା — ୧. Establishing; setting up.

ଗୋପୀ ଗୋପାଳ ଅଂଶ ଆଗ ଯାଇ ଗୃହ ପାତମା ଭାବେ ଥିବେ ରହି ପ୍ରାଚୀ ରହସ୍ୟମଞ୍ଜରୀ

୨. ପାତନ (ଦେଖ) - —୨. Pātana (See)

ଅଗୋ ତୁ ସପନାବତି ସପନ ପାତନା ପାତି ବଞ୍ଚଇ ତୁ ସବୁ ରାତି ଜନମାନଙ୍କ ପ୍ରାଚୀ ରହସ୍ୟମଞ୍ଜରୀ

୩. ଭିଆଣ; ସମ୍ପାଦନ —୩. Creation; doing.

ରଣରେ ଦୁଷ୍ଟକୁ ନିପାତ, ପାତନା ଯାର ଏ ସମସ୍ତ ପାଚୀ ପୂର୍ଣ୍ଣତମ ଚନ୍ଦ୍ରୋଦୟ

ପ୍ରାଦେଶିକ - (ମେଦିନୀପୁର) ବିଶେଷ୍ୟ - (ତୁଳ. ବଂ)

[ସମ୍ପାଦନା]

ବଡ଼ ହାଣ୍ଡି; ନଉତି — Big earthen cooking pot.