ପାତର
ଦେଖଣା
ପାତର
ଉଚ୍ଚାରଣ
[ସମ୍ପାଦନା]ଗ୍ରାମ୍ୟ - ବିଶେଷ୍ୟ - (ସଂସ୍କୃତ - ପାତ୍ର)
[ସମ୍ପାଦନା]ପାତ୍ର (ଦେଖ) - Pātra (See)
ଗ୍ରାମ୍ୟ - ବିଶେଷଣ - (ସଂସ୍କୃତ - ପାତ୍ର)
[ସମ୍ପାଦନା]ପାତ୍ର; ଯୋଗ୍ୟ; ଉପଯୁକ୍ତ — Fit: proper
ବିନ୍ଧିବାକୁ ନାଗେ ନାକେ ମଧ୍ୟେକେ ଲିଗିବ ଲାଖେ ତେଜେ ବସାଉଁ ପୀନାକେ ଜଳୁ ସେ ଥିଲା ବାଦୀ ରିପୁର ତ୍ରିପୁର ଜିତର ହଅନ୍ତେ ହର ପ୍ରୟୋଗେ ତୁମ୍ଭେ ପାତର ମୋତେ ଦିଶିଲା ଭଞ୍ଜ. ବୈଦେହୀଶବିଳାସ
ପ୍ରାଦେଶିକ - (ବସ୍ତର)ବିଶେଷଣ -
[ସମ୍ପାଦନା]ପାତଳ —Thin.